ଓଡ଼ିଶାର ପ୍ରଥମ ମହିଳା ସ୍ନାତକୋତ୍ତର
ମନୋରମା ପଟ୍ଟନାୟକ - ବ୍ରହ୍ମପୁର
First lady post graduate of Odisha . * ୧୮୭୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ଝିଅ ମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ଦେଇଥିଲେ ।
PC: @theUnfading
Thread
1/n
ମନୋରମା ପଟ୍ଟନାୟକ - ବ୍ରହ୍ମପୁର
First lady post graduate of Odisha . * ୧୮୭୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ଝିଅ ମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ଦେଇଥିଲେ ।
PC: @theUnfading
Thread
1/n
ସେହିବର୍ଷ କଲିକତାର କାଦମ୍ବିନୀ ବସୁ ଏଣ୍ଟ୍ରାନ୍ସ ପାସ୍ କରୁଥିଲେ ,କାଦମ୍ବିନୀ ଥିଲେ ଭାରତର ପ୍ରଥମ ଏଣ୍ଟ୍ରାନ୍ସପାସ୍ କରିଥିବା ଝିଅ।୧୮୭୯ରେ ମଧୁବାବୁ ଙ୍କ ପାଳିତ କନ୍ୟା ଶୈଳବାଳା ଦାସ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ।୧୯୦୯ ରେ କଟକ ରେଭେନ୍ସା ବାଳିକା ବିଦ୍ୟାଳୟରଛାତ୍ରୀ ନର୍ମଦା କର ଏବଂ ଚନ୍ଦ୍ରମୁଖୀ ଷଡ଼ଙ୍ଗୀ ଏଣ୍ଟ୍ରାନ୍ସ ପାସ୍ କଲେ
2/n
2/n
ଏ ଦୁହେଁ ଥିଲେ ଓଡ଼ିଶା ର ପ୍ରଥମ ମାଟ୍ରିକ ପାସ ଝିଅ । ପ୍ରକାଶ ଥାଉକି ୧୯୦୨ ମସିହା ସୁଦ୍ଧା ଓଡ଼ିଶା ର କଟକ,ପୁରୀ,ବାଲେଶ୍ବର ରୁ ୬ ଜଣ ଓ ଗଞ୍ଜାମ ରୁ ୩ ଜଣ ବି.ଏ ପାସ୍ କରିଥିଲେ । ୧୮୫୮ ମସିହାରେ କଲିକତା ରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର୧୦ ବର୍ଷ ପରେ ୧୮୬୮ ଓଡ଼ିଶାରେ ହାଇସ୍କୁଲ ଟିଏ ପ୍ରତିଷ୍ଠା ହୋଇଥିଲା
3/n
3/n
କଲିକତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ର ୮୫ ବର୍ଷ ପରେ ୧୯୪୩ ରେ ଓଡ଼ିଶା ରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲା । ୧୯୧୧ ମସିହାରେ ବାଲେଶ୍ବର ଝିଅ ନିର୍ମଳାବାଳା ନାୟକ ବଙ୍ଗଳା ମାଧ୍ୟମ ରେ ବି ଏ ପାସ୍ କରିଥିଲେ । ୧୯୧୫ ରେ ନର୍ମଦା କର ବି ଏ ପାସ୍ କରିଥିଲେ ,
ତେବେ ନିର୍ମଳା ବାଳା , ନର୍ମଦା କର ଓଡ଼ିଶାର ପ୍ରଥମ ମହିଳା ଗ୍ରାଜୁଏଟ୍
4/n
ତେବେ ନିର୍ମଳା ବାଳା , ନର୍ମଦା କର ଓଡ଼ିଶାର ପ୍ରଥମ ମହିଳା ଗ୍ରାଜୁଏଟ୍
4/n
୧୯୩୪ମସିହାରେ ବ୍ରହ୍ମପୁର ଝିଅ କୁମାରୀ ମନୋରମା ପଟ୍ଟନାୟକ Madras lady Willingdon college & History Economics , ଯୁଗ୍ମ ବିଷୟ ରେ M.A ପାସ୍ କଲେ । ମନୋରମା ଥିଲେ ଓଡ଼ିଶା ର ପ୍ରଥମ ଏମ୍ ଏ ପାସ୍ କରିଥିବା ମହିଳା ।
ଏହା ପରେ ମନୋରମା IT ପାସ୍ କରି ପଞ୍ଜାବ ଜଳନ୍ଧର ମହିଳା କଲେଜ , ମଧ୍ୟପ୍ରଦେଶ ମୋରଦାବାଦ ମହିଳା କଲେଜ
5/n
ଏହା ପରେ ମନୋରମା IT ପାସ୍ କରି ପଞ୍ଜାବ ଜଳନ୍ଧର ମହିଳା କଲେଜ , ମଧ୍ୟପ୍ରଦେଶ ମୋରଦାବାଦ ମହିଳା କଲେଜ
5/n
ଅଧ୍ୟାପିକା ରୂପେ କାର୍ଯ୍ୟ କରିଥିଲେ ,
ସେ ଥିଲେ ଓଡ଼ିଶା ର ପ୍ରଥମ ଅଧ୍ୟାପିକା ।
୧୯୩୭ ଅକ୍ଟୋବର ମାସ ରେ ଓଡ଼ିଶା ଫେରି ବ୍ରହ୍ମପୁର ବାଳିକା ସ୍କୁଲରେ ପ୍ରଶିକ୍ଷିକା ରୂପେ ଯୋଗଦେଲେ ।କର୍ମମୟ ଜୀବନ ରେ ବ୍ରହ୍ମପୁର ସ୍କୁଲ ପ୍ରଶିକ୍ଷିକା , କଟକ ଶୈଳବାଳା କଲେଜର ଅଧ୍ୟାପିକା , କୋରାପୁଟ ଶିକ୍ଷା ବିଭାଗର
6/n

ଉପପ୍ରରିଦର୍ଶକା , କଟକ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷା , କଟକ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ , ସ୍କୁଲ ପରିଦର୍ଶକା , ବ୍ରହ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରୂପେ ୧୯୭୦ ମସିହାରେ ଅବସର ଗ୍ରହଣ କରିଥିଲେ । ମନୋରମା ଙ୍କ ଜନ୍ମ ୨୦ ମଇ ୧୯୧୩ , ମୃତ୍ୟୁ ୧୪ ଏପ୍ରିଲ ୧୯୯୮ ଗଂଜାମ ଚିକିଟି ଗଡ଼
7/n
7/n
ସେ ଗଞ୍ଜାମ ଜିଲ୍ଲା ର ନାରୀ କବି ଅନ୍ନପୂର୍ଣ୍ଣା ଦେବୀ ଙ୍କ କନ୍ୟା ଥିଲେ।ସେ ଅନେକ ରାଜ ପରିବାର ରେ ରାଜ କନ୍ୟା ମାନଙ୍କୁ ଶିକ୍ଷା ଦେଇଥିଲେ।
1992 ମାର୍ଚ୍ଚ ୨୦ ରେ ଉକ୍ତ ମହାଶୟ ଙ୍କ ସହ ବ୍ରହ୍ମପୁର ହିଲପଟଣା ବାସଭବନ ରୁ ଏକ ସାକ୍ଷାତକାର ରେ ଟିପ୍ପଣୀ ଆଣିଥିଲେ ଡ଼ଃ ଅନନ୍ତରାମ କର ମହୋଦୟ।
@theUnfading ଚିତ୍ର କୁ ରଙ୍ଗ ଦେଇ ଧନ୍ୟର୍ବାଦାହ
1992 ମାର୍ଚ୍ଚ ୨୦ ରେ ଉକ୍ତ ମହାଶୟ ଙ୍କ ସହ ବ୍ରହ୍ମପୁର ହିଲପଟଣା ବାସଭବନ ରୁ ଏକ ସାକ୍ଷାତକାର ରେ ଟିପ୍ପଣୀ ଆଣିଥିଲେ ଡ଼ଃ ଅନନ୍ତରାମ କର ମହୋଦୟ।
@theUnfading ଚିତ୍ର କୁ ରଙ୍ଗ ଦେଇ ଧନ୍ୟର୍ବାଦାହ