-----ନିରୋଳା ଏ ରାତେ ଗାଏ କେ ମଧୁରେ ----
ରାତି,ଜହ୍ନ ଏବଂ ଜୋଛନା କୁ ନେଇ ଓଡ଼ିଆ ସିନେମା ରେ ବହୁତ ଗୀତ ରଚନା କରାଯାଇଛି ଯାହା କି ଅତ୍ୟନ୍ତ ଶ୍ରୁତି ମଧୁର . ସେମିତି କିଛି ଗୀତ କୁ ନେ ଥ୍ରେଡ ଟିଏ ତିଆରି କରିଛି. ଯାହା ଓଡ଼ିଆ ସିନେମା ସଂଗୀତ ର ଗୌରବମୟ ଇତିହାସ କୁ ବଖାଣୁଛି.
ଚଳଚ୍ଚିତ୍ର :ଅଦିନ ମେଘ
କଣ୍ଠ : ଅକ୍ଷୟ ମହାନ୍ତି ଏବଂ ନିର୍ମଳା ମିଶ୍ର
ସଂଗୀତ : ବାଳକୃଷ୍ଣ ଦାଶ
ଚଳଚ୍ଚିତ୍ର: ସଉତୁଣୀ
କଣ୍ଠ : ପ୍ରଣବ ପଟ୍ଟନାୟକ
ସଂଗୀତ : ବାସୁଦେବ ରଥ
ଚଳଚ୍ଚିତ୍ର: ଅକ୍ଷି ତୃତୀୟା
କଣ୍ଠ : ସୁଭାଷ ଦାଶ
ସଂଗୀତ : ରାଖାଲ ଚନ୍ଦ୍ର ମହାନ୍ତି
ଚଳଚ୍ଚିତ୍ର: ଅଭିମାନ
କଣ୍ଠ : ସ୍ୱରୂପା ଚକ୍ରବର୍ତୀ
ସଂଗୀତ : ରାଧାକୃଷ୍ଣ ଭଞ୍ଜ ଏବଂ ସରୋଜ ପଟ୍ଟନାୟକ
ଚଳଚ୍ଚିତ୍ର :ଅଦିନ ମେଘ
କଣ୍ଠ : ଅକ୍ଷୟ ମହାନ୍ତି ଏବଂ ନିର୍ମଳା ମିଶ୍ର
ସଂଗୀତ : ବାଳକୃଷ୍ଣ ଦାଶ
ଚଳଚ୍ଚିତ୍ର: ଘର ସଂସାର
କଣ୍ଠ : ଶ୍ୟାମଲ ମିତ୍ର ଏବଂ ନିର୍ମଳା ମିଶ୍ର
ସଂଗୀତ : ଭି ବାଲସରା ଏବଂ ରାଖାଲ ଚନ୍ଦ୍ର ମହାନ୍ତି
ଚଳଚ୍ଚିତ୍ର: ସ୍ତ୍ରୀ
କଣ୍ଠ : ପ୍ରଣବ ପଟ୍ଟନାୟକ ଏବଂ ନିର୍ମଳା ମିଶ୍ର
ସଂଗୀତ : ଶ୍ରୀ କୁମାର (ଭୁବନେଶ୍ୱର ମିଶ୍ର )
ଚଳଚ୍ଚିତ୍ର: ଅନୁତାପ
କଣ୍ଠ : ନିର୍ମଳା ମିଶ୍ର
ସଂଗୀତ : ଇଂ ଜେ. ଆଦେନି
ଚଳଚ୍ଚିତ୍ର: ଘର ବାହୁଡା
କଣ୍ଠ : ନିର୍ମଳା ମିଶ୍ର ଏବଂ ସିକନ୍ଦର ଆଲାମ
ସଂଗୀତ : ଅକ୍ଷୟ ମହାନ୍ତି
ରେଡ଼ିଓ ରେକର୍ଡିଙ୍ଗ ରୁ
ନିରୋଳା ଏ ରାତେ
ତଲତ ମେହମୁଦ ଙ୍କ କଣ୍ଠ ରେ
ଗୀତିକାର : ନରସିଂହ ମହାପାତ୍ର
ଚଳଚ୍ଚିତ୍ର: ଅମର ପ୍ରେମ
କଣ୍ଠ : ନିର୍ମଳା ମିଶ୍ର
ସଂଗୀତ : ରାଖାଲ ଚନ୍ଦ୍ର ମହାନ୍ତି
ଚଳଚ୍ଚିତ୍ର: କା
କଣ୍ଠ : ନିର୍ମଳା ମିଶ୍ର
ସଂଗୀତ : ଶ୍ରୀ କୁମାର (ଭୁବନେଶ୍ୱର ମିଶ୍ର )
ଚଳଚ୍ଚିତ୍ର: ଭାଗ୍ୟ
କଣ୍ଠ : ଅକ୍ଷୟ ମହାନ୍ତି
ସଂଗୀତ : ଲକ୍ଷ୍ମୀକାନ୍ତ ପ୍ୟାରେଲାଲ
ଚଳଚ୍ଚିତ୍ର: ଆରତୀ
କଣ୍ଠ : ଆଶା ଭୋଁସଲେ
ସଂଗୀତ : ବାସୁଦେବ ରଥ
ଚଳଚ୍ଚିତ୍ର: ବନ୍ଧୁ ମହାନ୍ତି
କଣ୍ଠ : ଚିତ୍ତ ଜେନା ଏବଂ ବାଣୀ ଜୟରାମ
ସଂଗୀତ : ପ୍ରଫୁଲ୍ଲ କର
ଚଳଚ୍ଚିତ୍ର: ବନ୍ଧନ
କଣ୍ଠ : ନିର୍ମଳା ମିଶ୍ର ଏବଂ ପ୍ରଣବ ପଟ୍ଟନାୟକ
କଣ୍ଠ : ତୃପ୍ତି ଦେବୀ
ସଂଗୀତ : ବାଳକୃଷ୍ଣ ଦାଶ

ଚଳଚ୍ଚିତ୍ର: ଅନୁରାଗ
କଣ୍ଠ : ଚିତ୍ତ ଜେନା
ସଂଗୀତ : ଭୁବନ - ହରି (ଭୁବନେଶ୍ୱର ମିଶ୍ର ଏବଂ ହରି ପ୍ରସାଦ ଚୌରାସିଆ)
ଚଳଚ୍ଚିତ୍ର: ମାନିନୀ
କଣ୍ଠ : ମହମ୍ମଦ ଅଜିଜ ଏବଂ ଅନୁରାଧା ପୌଡ଼ୱାଲ
ସଂଗୀତ : ରାଧାକୃଷ୍ଣ ଭଞ୍ଜ
You can follow @DandapaniSatap1.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.